Business Economy ଅର୍ଥନୀତି ବାଣିଜ୍ୟ ରାଜନୀତି ରାଜ୍ୟ

ବିକ୍ରି ହେବ କି ଓଟିଭି ! ବୈଜୟନ୍ତଙ୍କ ମନ୍ତ୍ରୀ ଆଶା ପୂରଣ କରିବେ ଅଦାନୀ 

Spread the love

ଓଟିଭି ବିକ୍ରି ହେଲେ ଲାଭରେ ରହିବେ ବୈଜୟନ୍ତ 

ପରିବାରr ବ୍ୟବସାୟିକ ସଂସ୍ଥା IMFA ଲାଭ ରେ ରହିବ 

Adanai ଗୋଟିଏ ଚେଷ୍ଟାରେ କେନ୍ଦ୍ରମନ୍ତ୍ରୀ ହେବେ ବୈଜୟନ୍ତ

ଓଟିଭି କୁ ବ୍ୟବହାର କରି ବିଜେଡି ସରକାର ଭଳି ବିଜେପି ରେ ସେ ଲାଭ ଆଉ ଲୋଭ କରିବାର ସମୟ ସୁଯୋଗ ଆଉ ନାହିଁ

ବୈଜୟନ୍ତ କଣ ବିଜେପି ଜାଣିଛି 

ବୈଜୟନ୍ତ ପ୍ରଂଶସା କରିବା ପାଇଁ ବେଶୀ ସମୟ ନିଅନ୍ତି ନାହିଁ କି ନିଜର ପାରିବାରିକ ଟିଭି ରେ ନିନ୍ଦା କରିବା ଓ ବିରୋଧରେ ହେଲିକ୍ୟାପ୍ଟର ଉଡାଇବା ବିଜେପି ଜାଣିଛି

ରାଜ୍ୟର ଏକ ନମ୍ବର ବୈଦୁତିକ ଗଣମାଧ୍ୟମ ଓଟିଭି ବିକ୍ରି ହେଵା ନେଇ ଚାରିଆଡେ ଚର୍ଚ୍ଚା. 2024ରେ ରାଜ୍ୟରେ ବିଜେପି ସରକାର ଗଠନ ହେଵା ବୈଜୟନ୍ତ ପଣ୍ଡା 2019 ରେ ବିଜେପି ଟିକେଟ ରେ ସାଂସଦ ହାରିଥିଲେ 2024 ରେ ସାଂସଦ ଜିତିବା ଓ ନୀତିନ ନବୀନଙ୍କ ଟିମ ରେ ପୂର୍ଣ୍ଣବାର ବିଜେପି ରାଷ୍ଟ୍ରୀୟ ଉପସଭାପତି ହେଵା ଓ ବର୍ତମାନ କେନ୍ଦ୍ରମନ୍ତ୍ରୀ ହେବାର ସ୍ବପ୍ନ ଦେଖିବା. ଓଟିଭି ର ମାଲିକାନା ନେଇ ବିଜେଡି କ୍ଷମତାରେ ଥିବା ସମୟରେ ଯେଉଁଭଳି ଲାଭ ବୈଜୟନ୍ତ ପଣ୍ଡା ନେଇଥିଲେ ଏବଂ ବିଜେଡି ମଧ୍ୟ୍ୟ ଓଟିଭି କୁ ନିଜର ଦଳର ଟିଭି ବୋଲି ଭାବୁଥିଲା ସେତେବେଳେ ର ଜଣେ ଲୋକ ସମ୍ପର୍କ ଅଧିକାରୀ ତୃତୀୟ ମହଲାର ପ୍ରଥମେ ଓଟିଭି କୁଖବର ଦେଉଥିଲେ ଓଟିଭି ରେ breaking news ବାଜିବା ପରେ ଅନ୍ୟ ଚ୍ୟାନେଲ ତାଙ୍କୁ ମାଗିଲେ ସେ ନିୟୁଜ ଦିଅନ୍ତି ସେ ଅଧିକାରୀ ଆଜି ଚାକିରୀ ରେ ନାହାନ୍ତି ଟିଭି ରେ scrolling ଦେବା ଯେଉଁ ସାମ୍ବାଦିକଙ୍କୁ ଦେଉଥିଲେ ବ୍ୟକ୍ତିଦେଉଥିଲେ ସେ ଆଜି Editor. କିନ୍ତୁ ଆଜି ଆଉ ଭବିଷ୍ୟତରେ ବୈଜୟନ୍ତ ପଣ୍ଡା ମିଡ଼ିଆକୁ ନେଇ ରାଜନୀତି ବ୍ୟବସାୟ କଲା ଭଳି ଲାଗୁ ନାହିଁ ତା ଛଡା ଏ ବିଜେପି ଦଳ ଏ ଦେଖି ରଖି ନିଷ୍ପତ୍ତି ନିଏ ବୈଜୟନ୍ତ ପଣ୍ଡା କଣ ବିଜେପି ଜାଣିଛି. ତାହା ସହ ବର୍ତମାନର ଓଟିଭି ବା ଓଟିଭି ର Editorial team ଆଗ ଭଳି ବୈଜୟନ୍ତ ପଣ୍ଡାଙ୍କ ଉଦେଶ୍ୟ ସ୍ୱାର୍ଥ ସାଧନ କରିପାରୁନାହିଁ ଆଗକୁ କରିବା ଭଳି ମନେ ହେଉ ନାହିଁ. ତା ସହିତ ଯଦି ଓଟିଭି କୁ ଅଦାନୀ ନିଏ ତାହେଲେ ବୈଜୟନ୍ତ ପଣ୍ଡାଙ୍କ ପରିବାରର ବ୍ୟବସାୟିକ ସଂସ୍ଥା Imfa ଲାଭ ପାଇବ ବେପାର ବଢିବ Adani ଓଡ଼ିଶାରେ ଅନେକ ବ୍ୟବସାୟକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ଓଟିଭି Adani ହାତକୁ ଚାଲିଗଲେ ବୈଜୟନ୍ତ ପଣ୍ଡା ଗୋଟିଏ ଗୁଳି ରେ ଦୁଇଟା ନୁହେଁ ଅଧିକା ଶିକାର କରିବେ. ଶେଷ ସମୟରେ ବୈଜୟନ୍ତ ପଣ୍ଡା ବିଜେପି ନେତା ମାନଙ୍କ ପାଖରେ ଯେତେ ଲବି କଲେ ଯେତେ ଯାହା ଦେଲେ କେନ୍ଦ୍ରମନ୍ତ୍ରୀ ହେବା ଆଶା ପୁରଣ ହେଉନାହିଁ Adani ଙ୍କ ଗୋଟିଏ ଇଛାରେ ବୈଜୟନ୍ତ କେନ୍ଦ୍ରମନ୍ତ୍ରୀ ହେବେ. ତାଙ୍କର ଜାତୀୟ ସ୍ତରରେ ଥିବା ଅନେକ ବନ୍ଧୁ ରାଜନୀତି ରେ କିଏ କେନ୍ଦ୍ରମନ୍ତ୍ରୀ ତ କିଏ ମୁଖ୍ୟମନ୍ତ୍ରୀ ହେଲେଣି sachin pilot. Jyotiraditya scindia ହୁଅନ୍ତୁ କି farque Abdula କୁହନ୍ତୁ ଏ ସବୁ ଦୃଷ୍ଟିରୁ ବୈଜୟନ୍ତ ପଣ୍ଡା ଅଥୟ ଅଧର୍ଯ୍ୟ ହୋଇଗଲେଣି. ଏବେ ନିଷ୍ପତ୍ତି ନନେଲେ ଏବେ ନୁହେଁ କି କେବେ ନୁହେଁ ପରିସ୍ଥିତିରେ ପଡିବେ ବୈଜୟନ୍ତ ବିକିବେ ଓଟିଭି ପାଇବେ ଲାଭ ହେବେ ମନ୍ତ୍ରୀ ବଢିବ ବ୍ୟବସାୟ ଏମିତି ଅନେକ କିଛି

Leave a Reply

Your email address will not be published. Required fields are marked *